ଗଣଦୁଷ୍କର୍ମ ପରେ ନାବାଳିକାଙ୍କ ମୃତ୍ୟୁ : ଟିଏମସି ନେତାଙ୍କ ପୁଅ ଗିରଫ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ନାବାଳିକାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଝିଅ ଏକ ଜନ୍ମଦିନ ଭୋଜିକୁ ଯାଇଥିଲେ। ଆଉ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଘରକୁ ଫେରିବା ପରେ ଝିଅଟିର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଘଟଣା ପଛରେ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ପୁଅଙ୍କ ନାମରେ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତଦନ୍ତ … Continue reading ଗଣଦୁଷ୍କର୍ମ ପରେ ନାବାଳିକାଙ୍କ ମୃତ୍ୟୁ : ଟିଏମସି ନେତାଙ୍କ ପୁଅ ଗିରଫ